ସିଏମ୍‌ସିର ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା

ମୋବାଇଲ୍‌କୁ ଆସୁନି ଓଟିପି, ସିକ୍ୟୁରିଟି କୋଡ୍‌ କଟକ: କରୋନା ସଂକ୍ରମଣ ପାଇଁ ସିଏମ୍‌ସିକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ରୋକ ଲଗାଯାଇଛି। ଲୋକଙ୍କୁ ଅନ୍‌ଲାଇନ୍‌ରେ ଜନ୍ମମୃତ୍ୟୁ ପ୍ରମାଣପତ୍ର ଆବେଦନରୁ ଆରମ୍ଭ କରି ପ୍ରମାଣପତ୍ର ଗହଣ କରିବାକୁ ନିଗମ ତରଫରୁ କୁହାଯାଇଛି। ମାତ୍ର ସିଏମ୍‌ସିର ଏହି ଅନ୍‌ଲାଇନ୍‌ ବ୍ୟବସ୍ଥା ଏବେ ବାଟ ହୁଡିଛି। ଅନ୍‌ଲାଇନ୍‌ ଆବେଦନ, ଟଙ୍କା ପୈଠ, ପ୍ରମାଣପତ୍ର ପାଇବା ପାଇଁ ଆବେଦନକାରୀଙ୍କ ମୋବାଇଲକୁ ଓଟିପି କିମ୍ବା ସିକ୍ୟୁରିଟି କୋଡ୍‌ … Continue reading ସିଏମ୍‌ସିର ଜନ୍ମମୃତ୍ୟୁ ପଞ୍ଜୀକରଣରେ ଅବ୍ୟବସ୍ଥା